Dailyhunt Logo
ଏମିତି ନୃଶଂସ ଶାଶୂଘର କାହାକୁ ନ ମିଳୁ, ସାମାନ୍ୟ ଯୌତୁକ ପାଇଁ ୫ମାସର ଗର୍ଭବତୀଙ୍କୁ ମାରିଦେଲେ!

ଏମିତି ନୃଶଂସ ଶାଶୂଘର କାହାକୁ ନ ମିଳୁ, ସାମାନ୍ୟ ଯୌତୁକ ପାଇଁ ୫ମାସର ଗର୍ଭବତୀଙ୍କୁ ମାରିଦେଲେ!

ଓଡିଶା ଭାସ୍କର

·13d

କେନ୍ଦ୍ରାପଡ଼ା: ସକାଳୁ ସକାଳୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଯୌତୁକ ପାଇଁ ଜଣେ ୫ ମାସର ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ଏହି ଘଟଣାଟି ମହାକାଳପଡ଼ା ଥାନା ବଡ଼ମଠ ଗାଁର ବୋଲି ଜଣାପଡ଼ିଛି।

ପୂର୍ବରୁ ଶାଶୂଘରେ ଯୌତୁକ ପାଇଁ ଝିଅକୁ ମାଡ଼ ମାରୁଥିଲେ। ବର୍ତ୍ତମାନ ତାଙ୍କର ମୃତ୍ୟୁ ଘଟିଛି।

ଏନେଇ ମୃତ ଗର୍ଭବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ୨ ଦିନ ହେଲାଣି ମେଡ଼ିକାଲରେ ଶବ ପଡ଼ିରହିଛି। ଏହାର ନ୍ୟାୟ ପାଇଁ ଦାବି କରୁଛନ୍ତି ଝିଅର ବାପ ଘର ଲୋକେ।

  • Facebook
  • X (formerly Twitter)
  • LinkedIn
  • Instagram
  • Reddit
  • WhatsApp
  • Telegram
Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar